ଗଣେଶ ଗୁଡୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ,୨୦୨୪
ଆୟୋଜକ- ମାଗାଁମୁଣ୍ଡିଆ କ୍ରିକେଟ୍ କ୍ଲବ୍, ଅଁଳାଯୋଡି
ପ୍ରିୟ ଅଧିନାୟକ ନୂତନ ବର୍ଷ ର ଅଭିନନ୍ଦନ ସହ ଗଣେଶ ଗୁଡୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ କୁ ସ୍ଵାଗତ!
ନୀୟମାବଳି ?
- ପ୍ରତ୍ୟକ୍ ମ୍ୟାଚ୍ ୨୦ ଓଭର୍ ବିଶିଷ୍ଟ!
- ପଂଜିକରଣ ଫିସ୍ ୨୧୫୦/- ଏବଂ ଗୋଟେ ରେଡ୍ ନିଭିଆ ଟେନିସ ବଲ୍ !
- ଏହା ଟୁର୍ନାମେଣ୍ଟ ରେ ୧୬ ଟି ଟିମ୍ ଅଂଶ ଗ୍ରହଣ କରିବେ ଏବଂ କେବଳ ଗୋଟେ ଗାଁ ର ୯ ଜଣ ପିଲା ଖେଲିପାରିବେ ତା ସହ ୨ଟି ଆଇକନ୍ ଖେଳାଳି!
- ଆଧାର କାର୍ଡ ଯାଞ୍ଚ୍ ବଧ୍ୟାତମୂଳକ!
- ସମସ୍ତ ଆଇସିସି ନିୟମ ଲାଗୁରହିବ କେବଳ LBW ଓ ମଙ୍କଡ ବିକେଟ୍ କୁ ଛାଡ଼ିକି!
- ଖେଳାଳି ଙ୍କ ପାଇଁ ଡ୍ରେସ କୋଡ଼ ଏବଂ ଜୋତା ଅନିର୍ବାର୍ଯ୍ୟ ଅଟେ ନୀୟମ ଉଲଘଂନ କଲେ ଅନୁଷ୍ଠାନ ତରଫରୁ ୫ରନ୍ ର ପେନାଲିଟୀ ଦିଆଯିବ!
- ଅମ୍ପେୟାର ଙ୍କ ନିଷ୍ପତି ଶେଷ ନିଷ୍ପତି, ଅମ୍ପେୟାର ଙ୍କ ସହ ଯୁକ୍ତି ତର୍କ ନ କରିବାକୁ ଅନୁରୋଧ!
- ପ୍ରଥମ ଥାର୍ଟୀୟାର୍ଡ ୬ ଓଭର ଏବଂ ୧୬ରୁ ୨୦ ଓଭର ମଧ୍ୟ ରେ ୨ ଓଭର ବ୍ୟାଟିଂ ପାୱାରପ୍ଲେ ରହିବ ବାଉଣ୍ଡରୀ ରେ କେବଳ ୩ଟି ଖେଳାଳି ରହିବେ!
- କୌଣସି ଦୃଘଟନା ଏବଂ ଝଗଡ଼ା ପାଇଁ ଅନୁଷ୍ଠାନ ଦାୟୀ ରହିବ ନାହିଁ!
- ପ୍ରତ୍ୟେକ ମ୍ୟାଚ୍ ଅନଲାଇନ୍ ସ୍କୋର ଏବଂ ୟୁଟୁବ୍ ଲାଇଭ କରାଯିବ!
- ମ୍ୟାଚ୍ ର ସମୟ ୧୧.୩୦ ଜଦି କୌଣସି ଟିମ୍ ସମୟ ଭିତରେ ନ ଆସିପାରେ ଅନୁଷ୍ଠାନ ର ନିୟମ ଅନୁସାରେ ଓଭର କଟାଯିବ !
- ବିଜେତା ଦଳ କୁ ୨୦୦୦୦/- ଟ୍ରଫି, ଉପ ବିଜେତା ଦଳ କୁ ୧୫୦୦୦/- ଟ୍ରଫି, ମ୍ୟାନ୍ ଅଫ ଦ ସିରିଜ୍ ଏବଂ ସବୁ ଟ୍ରଫି ରହିଛି!
- ସ୍ଥାନ- ଦଶହରା ଖେଳ ପଡିଆ, ଅଁଳାଯୋଡ଼ି
ସମସ୍ତଙ୍କୁ ଅନୁରୋଧ ଶାନ୍ତି ଶୃଙ୍ଖଳା ର ସହ ଖେଳ କୁ ସମ୍ପାଦିତ କରନ୍ତୁ!
ଆପଣ ଙ୍କ ଅପେକ୍ଷା ରେ ମା ଗାଁ ମୁଣ୍ଡିଆ କ୍ରିକେଟ କ୍ଲବ୍, ଅଁଳାଜୋଡ଼ି, ବାଜପୁର, ପୁରୀ
ଯୋଗାଯୋଗ-9090727187,7978621043